ଅନ୍ତରାଷ୍ଟ୍ରୀୟ ଛଟେଇ ପାଇଁ ପ୍ରସ୍ତୁତ ହେଉଛି ଟାଟା ଗ୍ରୁପ୍ କମ୍ପାନୀ: ବିପଦରେ କର୍ମଚାରୀଙ୍କ ଜୀବିକା ନୂଆଦିଲ୍ଲୀ: ଟାଟା ମୋଟର୍ସ ମାଲିକାନାରେ ଥିବା ଜାଗୁଆର ଲ୍ୟାଣ୍ଡ ରୋଭର (JLR) ବଡ଼ ଧରଣର ଛଟେଇ ଯୋଜନା କରୁଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କମ୍ପାନୀ ଆଗାମୀ ଦୁଇ…