ଅନ୍ତରାଷ୍ଟ୍ରୀୟ କୋଭିଡ୍ ରିଲିଫ୍ ଟଙ୍କାରେ ବିଳାସପୂର୍ଣ୍ଣ କାର କିଣି ଜେଲ୍ ଗଲେ ଯୁବକ ୱାଶିଂଟନ୍ : କରୋନା ମହାମାରୀ ଯୋଗୁଁ ପୃଥିବୀର ଅର୍ଥନୀତି ଭୁଶୁଡି ପଡିଛି । କରୋନା ସଂକଟ ଯୋଗୁଁ ପ୍ରାୟ ପ୍ରତ୍ୟେକ ଦେଶରେ ଅର୍ଥନୀତି ଏବେ ଦୋଦୁଲ୍ୟମାନସ୍ଥିତିରେ ।…