ଆଜିର ଖବର ଜମାତ୍ଙ୍କୁ ସମର୍ଥନ କରି ସରକାରଙ୍କୁ ବିରୋଧ କଲେ ମେହେବୁବା ମୁଫ୍ତି ଜମାତ୍–ଇ–ଇସଲାମୀ ସଂଗଠନ ଉପରେ ପାଞ୍ଚବର୍ଷ ପ୍ରତିବନ୍ଧ ଲଗାଯିବା ପରେ ଅଧିକାରୀଙ୍କ ଦ୍ଵାରା କାଶ୍ମୀରଠାରେ ଥିବା ଏହି ସଂଗଠନର ସମସ୍ତ ସମ୍ପତ୍ତିକୁ ସିଲ୍ କରିଦିଆଯାଇଛି । ଜମାତ୍-ଇ-ଇସ୍ଲାମୀର କେତେଜଣ…