ଆଜିର ଖବର ବ୍ଲାକ୍ ଓ୍ବିଡୋର ଟ୍ରେଲର ରିଲିଜ୍ : ୟୁଟ୍ୟୁବ୍ ଟ୍ରେଣ୍ଡରେ 1 ନମ୍ବର ନୂଆଦିଲ୍ଲୀ,4/12: ମାର୍ଭେଲ୍ ସିନେମାଟିକ୍ ୟୁନିଭର୍ସର ପ୍ରଥମ ମହିଳା ସୁପରହିରୋ ଫିଲ୍ମ ‘ବ୍ଲାକ୍ ଓ୍ବିଡୋ’ର ଟ୍ରେଲର ରିଲିଜ୍ ହୋଇଛି । ଟ୍ରେଲରଟିକୁ ଦର୍ଶକ ବହୁତ ପସନ୍ଦ କରିଥିବା ବେଳେ…