ଆଜିର ଖବର ବିବାହ ବନ୍ଧନରେ ମୁଖ୍ୟମନ୍ତ୍ରୀ ଅବଦୁଲ୍ଲା: ନିଧି ରାଜଦାନଙ୍କ ସହ ଆରମ୍ଭ କଲେ ନୂଆ ଜୀବନ ଶ୍ରୀନଗର: ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଜଣାଶୁଣା ସାମ୍ବାଦିକା ନିଧି ରାଜଦାନଙ୍କ ସହ ସେ ବିବାହ କରିଛନ୍ତି।…