ଅନ୍ତରାଷ୍ଟ୍ରୀୟ ମହିଳା ଜୁନିୟର ଏସିଆ କପ୍: ପାକିସ୍ତାନକୁ ୧୯-୦ ଗୋଲରେ ହରାଇ ସେମିଫାଇନାଲରେ ଭାରତ ନୂଆଦିଲ୍ଲୀ: ଚୀନର ମୋକି ଠାରେ ଆୟୋଜିତ ମହିଳା ଜୁନିୟର ଏସିଆ କପ୍ ୨୦୨୬ରେ ଭାରତୀୟ ଦଳର ବିପୁଳ ବିଜୟ ଅଭିଯାନ ଜାରି ରହିଛି। ଆଜି ଖେଳାଯାଇଥିବା ପ୍ରଥମ…