kabul

ଆଫଗାନିସ୍ତାନର ଏକ ବିଶ୍ବବିଦ୍ୟାଳୟରେ ବୋମା ବିସ୍ଫୋରଣ ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି। ଆଫଗାନିସ୍ତାନର ମାର୍ଶାଲ ଫହିମ୍‌ ଜାତୀୟ ପ୍ରତିରକ୍ଷା ବିଶ୍ବବିଦ୍ୟାଳୟ ପରିସରରେ ଏହି ବିସ୍ଫୋରଣ ଘଟିଛି।…