ଆଜିର ଖବର ଓଡିଆ ଚଳଚ୍ଚିତ୍ରରେ ଭିନ୍ନ କିଛି କରିବା ପାଇଁ ମୁଁ କଳିଙ୍ଗ ଟିଭିରୁ ଇସ୍ତଫା ଦେଲି: ନିର୍ଦ୍ଦେଶକ ହିମାଂଶୁ ଖଟୁଆ ଭୁବନେଶ୍ବର: ଓଡିଆ ଚଳଚ୍ଚିତ୍ରରେ ଭିନ୍ନ କିଛି କାମ କରିବାକୁ ଅଛି। ସେଥିପାଇଁ ମୁଁ କଳିଙ୍ଗ ଟିଭିରୁ ଇସ୍ତଫା ଦେଲି ବୋଲି କହିଛନ୍ତି ପ୍ରଖ୍ୟାତ ସିନେ ନିର୍ଦ୍ଦେଶକ ଶ୍ରୀ…