ଆଜିର ଖବର ସୌମ୍ୟଙ୍କୁ ସୁହାଇବା ପାଇଁ ଦଳର କୃତ୍ରିମ ବିପର୍ଯ୍ୟୟ କରିଛନ୍ତି ନିରଞ୍ଜନ : କାହ୍ନୁଚରଣ ଲେଙ୍କା ଚଳିତ ଲୋକସଭା ନିର୍ବାଚନର ଫଳାଫଳ ଏବେ ସାମ୍ନାକୁ ଆସିଛି। ଏହି ନିର୍ବାଚନରେ ବିଜେଡି ବହୁମତ ହାସଲ କରି ବିଜୟୀ ହୋଇଥିବା ବେଳେ ବିଜେପି କିଛିକାଂଶରେ ସ୍ଥାନ ଅଧୀକୃତ…