ଆଜିର ଖବର NC ରେ ବିଦ୍ରୋହ!: ୧୮ ବିଧାୟକଙ୍କ ଗୁପ୍ତ ବୈଠକ: କ୍ୟାବିନେଟ ଅଦଳବଦଳକୁ ନେଇ ଅସନ୍ତୋଷ ଶ୍ରୀନଗର: ଜମ୍ମୁ-କାଶ୍ମୀର ରାଜନୀତିରେ ହଲଚଲ ଦେଖାଦେଇଛି। ୨୭ ଅକ୍ଟୋବରରେ ହୋଇଥିବା ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ଶାସକ ନ୍ୟାସନାଲ କନଫରେନ୍ସ ଭିତରେ ବିଦ୍ରୋହର ସ୍ୱର ତୀବ୍ର ହୋଇଛି। ସୂଚନା…