ଆଜିର ଖବର କେନ୍ଦୁଝରରେ ଚାଞ୍ଚଲ୍ୟ: ଜନସେବା କେନ୍ଦ୍ର ମାଲିକଙ୍କୁ ଗୁଳି କରି ନିର୍ମମ ହତ୍ୟା, ଲୁଟି ନେଲେ ଟଙ୍କା ବ୍ୟାଗ୍ ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ହନୁମାନ ଛକ ନିକଟରେ ଘଟିଯାଇଛି ଏକ ସାଂଘାତିକ ତଥା ଚାଞ୍ଚଲ୍ୟକର ଘଟଣା। ସଶସ୍ତ୍ର ଦୁର୍ବୃତ୍ତଙ୍କ ଗୁଳି ଓ ମାରଣାସ୍ତ୍ର…