ଆଜିର ଖବର ଉତ୍ତର କୋରିଆର ଚତୁର୍ଥ ପିଢ଼ିର ନେତା ହେବେ କି କିମ୍ ଜୁ ଏ?: ଜାଣନ୍ତୁ ସେ କିଏ? ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ସାଂସଦମାନେ ଏକ ଗୁପ୍ତଚର ସଂସ୍ଥା ରିପୋର୍ଟକୁ ଉଦ୍ଧୃତ କରି ପ୍ରକାଶ କରିଛନ୍ତି ଯେ, ଉତ୍ତର କୋରିଆର ନେତା କିମ୍ ଜଙ୍ଗ ଉନ୍ ତାଙ୍କ…