ଆଜିର ଖବର ବାହାଘର ଖୁସିରେ ଲାଗିଲା ଚୋରଙ୍କ ନଜର, ତାଲା ଭାଙ୍ଗି ଲୁଟିନେଲେ ସୁନାଗହଣା ସୁନ୍ଦରଗଡ଼: ଘରେ ଚାଲିଥିଲା ଝିଅ ବାହାଘରର ପ୍ରସ୍ତୁତି। ପରିବାରରେ ଥିଲା ଖୁସିର ମାହୋଲ। ଝିଅର ନୂଆ ସଂସାର ଗଢ଼ିବା ପାଇଁ ପୁଅ ଖୋଜିବାକୁ ଘରର ସମସ୍ତ ସଦସ୍ୟ…