ବିଶେଷ ଖବର କୋଟିଆ ବିବାଦ ଘନେଇଲା, ଆଜି ଆନ୍ଧ୍ର ଓ ଓଡିଶା ପୋଲିସ ମଧ୍ୟରେ ଧସ୍ତାଧସ୍ତି, ସୀମା ବ୍ୟାରିକେଟ ଭାଙ୍ଗିଲେ ଭୁବନେଶ୍ବର: ଧିରେଧିରେ କୋଟିଆ ବିବାଦ ଘନେଇବାରେ ଲାଗିଛି। ତେବେ ଆଜି ଯାହା ପରିସ୍ଥିତି ହେଲା ତାହା ଅନ୍ୟଦିନଠାରୁ ସୀମା ଟପିଯାଇଛି। କାରଣ ଆଜି କୋଟିଆ ସୀମା ନେରିଡିବାଲସା…