ଆଜିର ଖବର ବିମାନ ଦୁର୍ଘଟଣା ସଂପର୍କରେ ତଦନ୍ତ କରିବାକୁ କୋଝିକୋଡିରେ ପହଁଞ୍ଚିଲେ 4ଟି ବିଭାଗର ବରିଷ୍ଠ ଅଧିକାରୀ ଚେନ୍ନାଇ, ଗତକାଲି ରାତିରେ କୋଝିକୋଡିରେ ଘଟିଥିବା ବିମାନ ଦୁର୍ଘଟଣା ସଂପର୍କରେ ତଦନ୍ତ କରିବା ପାଇଁ ତଦନ୍ତ ଦଳ ପହଁଚିଛନ୍ତି। ନୂଆଦିଲ୍ଲୀରୁ ଏହି ଦଳ ଆସି ଆଜି ସକାଳେ…