ଆଜିର ଖବର ଶୋ’ରୁମ୍ରେ ଚୋରର ହାଇଡ୍ରାମା: କଫି ପିଇଲା, ନାଚିଲା, ବାଇକ୍ ନେଇ ମାରିଲା ଛୁ’ ବାରାଣସୀ: ଚୋରି କରିବାକୁ ଆସିଥିଲା, କିନ୍ତୁ ଚୋରର କାରନାମା ଏବେ ଚର୍ଚ୍ଚାର ବିଷୟ। ଉତ୍ତରପ୍ରଦେଶର ବାରାଣସୀର ଏକ ପ୍ରସିଦ୍ଧ ବାଇକ୍ ଶୋ’ରୁମ୍ରେ ଜଣେ ଚୋର ପଶି ପ୍ରଥମେ…