ଆଜିର ଖବର ଜେଲରୁ ମୁକ୍ତ ହେବେ ସୋନମ ୱାଙ୍ଗଚୁକ: ଲଦାଖ ହିଂସା ଉପରେ ମୋଦି ସରକାରଙ୍କ ନିଷ୍ପତ୍ତି ନୂଆଦିଲ୍ଲୀ: ମୋଦୀ ସରକାର ଲଦାଖ ହିଂସାରେ ଗିରଫ ହୋଇଥିବା ସାମାଜିକ କର୍ମୀ ଏବଂ ଇଞ୍ଜିନିୟର ସୋନମ ୱାଙ୍ଗଚୁକଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାର ଜାତୀୟ ସୁରକ୍ଷା…