ଆଜିର ଖବର ମେସିଙ୍କ ଗୋଲ୍ରେ ବାର୍ସେଲୋନାକୁ ୨୬ ତମ ଲା ଲିଗା ଟାଇଟଲ ଅଧିନାୟକ ଲିଓନେଲ୍ ମେସିଙ୍କ ଗୋଲ୍ ବଳରେ ବାର୍ସେଲୋନା ନିଜର ୨୬ ତମ ଲା ଲିଗା ଟାଇଟଲ ହାସଲ କରିଛି। ଶନିବାର ରାତିରେ ଖେଳା ଯାଇଥିବା ମ୍ୟାଚ୍ରେ ୧-୦…