ଅନ୍ତରାଷ୍ଟ୍ରୀୟ ଏପଟେ ମୋଦୀ-ଜେଲେନ୍ସ୍କି କଥା, ସେପଟେ ଜୟଶଙ୍କର-ଲାଭ୍ରୋଭ୍ ଫୋନ୍ ବାର୍ତ୍ତା: ଜାଣନ୍ତୁ ସବୁକିଛି ନୂଆଦିଲ୍ଲୀ: ସୋମବାର ଗୋଟିଏ ଦିନରେ ଭାରତ ଦୁଇ ପକ୍ଷ ସହ କଥା ହୋଇଛି। ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନ୍ସ୍କିଙ୍କ ସହ ଫୋନ୍ରେ…