ଜୀବନ ଶୈଳୀ ଏଠାରେ ମିଳେନି ସଉଦା, ହୁଏ ଭାବନାର ମିଳନ! ଦୁନିଆର ନିଆରା ‘Love Market’ ପ୍ରେମର ଅର୍ଥ କ’ଣ? କେବଳ ଏକାଠି ରହିବା, ନା ପରସ୍ପରକୁ ଭଲପାଇବା? କେବେ କେବେ ପ୍ରେମର ଅନ୍ତ ହୋଇଯାଏ, ରାସ୍ତା ଅଲଗା ହୋଇଯାଏ, ହେଲେ ସ୍ମୃତି ରହିଯାଏ।…