ଆଜିର ଖବର ଲକ୍ଡାଉନ୍ରେ ଯାଦୁଗରୀ ଦେଖାଇଲେ ଶ୍ରେୟସ୍ : ଭିଡିଓ ସେୟାର କଲା ବିସିସିଆଇ ମୁମ୍ବାଇ : କୋରୋନା କାରଣରୁ ସମଗ୍ର ଦେଶ ଏକ ପ୍ରକାର ଅଚଳ ହୋଇ ପଡିଥିବା ବେଳେ ନିଜ ଯାଦୁକରୀ କଳା କୌଶଳର ନିଦର୍ଶନ ଦେଖାଇଛନ୍ତି ଭାରତୀୟ କ୍ରିକେଟର…