Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲକ୍‌ଡାଉନ୍‌ରେ ଯାଦୁଗରୀ ଦେଖାଇଲେ ଶ୍ରେୟସ୍‌ : ଭିଡିଓ ସେୟାର କଲା ବିସିସିଆଇ
ଆଜିର ଖବର

ଲକ୍‌ଡାଉନ୍‌ରେ ଯାଦୁଗରୀ ଦେଖାଇଲେ ଶ୍ରେୟସ୍‌ : ଭିଡିଓ ସେୟାର କଲା ବିସିସିଆଇ

March 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : କୋରୋନା କାରଣରୁ ସମଗ୍ର ଦେଶ ଏକ ପ୍ରକାର ଅଚଳ ହୋଇ ପଡିଥିବା ବେଳେ ନିଜ ଯାଦୁକରୀ କଳା କୌଶଳର ନିଦର୍ଶନ ଦେଖାଇଛନ୍ତି ଭାରତୀୟ କ୍ରିକେଟର ଶ୍ରେୟସ୍‌ ଆୟାର । ମୁମ୍ବାଇ ଲକ୍‌ଡାଉନ୍‌ରେ ରହିଥିବା ବେଳେ ଶ୍ରେୟସ୍‌ ନିଜ ଯାଦୁକରୀ କଳା ଦେଖାଇଛନ୍ତି ।

Trust our in-house magician @ShreyasIyer15 to keep us entertained when we are all indoors 😉👌🎩

Thanks for bringing smiles champ! #TeamIndia 😎 pic.twitter.com/wqusOQm68D

— BCCI (@BCCI) March 21, 2020

ନିଜ ଭଉଣୀ ନତାଶାଙ୍କୁ କିଛି ତାଶ୍‌ ପତାକୁ ନେଇ ଯାଦୁକରୀ କଳା ଦେଖାଇଥିଲେ । ଶ୍ରେୟସ୍‌ଙ୍କ ଏହି ମ୍ୟାଜିକ୍‌ ଟ୍ରିକ୍‌ସ୍‌ର ଭିଡିଓକୁ ବିସିସିଆଇ ପକ୍ଷରୁ 91 ସେକେଣ୍ଡର ଏହି ଭିଡିଓଟିକୁ ସେୟାର କରାଯାଇଛି । (ଏଜେନ୍ସି)

covid19 shreyasiyer
Share. Facebook Twitter LinkedIn Email WhatsApp Copy Link

Related Posts

“ମୋଦୀ ହେ ତୋ ମୁମକିନ୍ ହେ” ଗାଇବା ପାଇଁ ଚାପ ପଡ଼ିଥିଲା ​​କି?: ମନ୍ତବ୍ୟ ଡିଲିଟ୍ କଲେ ରାଜକୁମାର ରାଓ

July 23, 2026

CJP ର ୟୁ-ଟର୍ନ!: ଏବେ ସରକାରଙ୍କ ସହିତ ଆଲୋଚନାକୁ ନାଁ

July 23, 2026

ଦିଲ୍ଲୀ ପ୍ରତିବାଦରେ ବିଦେଶୀ ପାଣ୍ଠି?: ଆବେଦନ ଉପରେ ତୁରନ୍ତ ଶୁଣାଣି ପାଇଁ ହାଇକୋର୍ଟ ରାଜି

July 23, 2026

ଭାରତରେ ଛାତ୍ର ପ୍ରତିବାଦ: ବିବାଦ ସୃଷ୍ଟି କଲା ଦାନିଶ କାନେରିଆଙ୍କ ମନ୍ତବ୍ୟ

July 23, 2026
Latest News

“ମୋଦୀ ହେ ତୋ ମୁମକିନ୍ ହେ” ଗାଇବା ପାଇଁ ଚାପ ପଡ଼ିଥିଲା ​​କି?: ମନ୍ତବ୍ୟ ଡିଲିଟ୍ କଲେ ରାଜକୁମାର ରାଓ

July 23, 2026

CJP ର ୟୁ-ଟର୍ନ!: ଏବେ ସରକାରଙ୍କ ସହିତ ଆଲୋଚନାକୁ ନାଁ

July 23, 2026

ଦିଲ୍ଲୀ ପ୍ରତିବାଦରେ ବିଦେଶୀ ପାଣ୍ଠି?: ଆବେଦନ ଉପରେ ତୁରନ୍ତ ଶୁଣାଣି ପାଇଁ ହାଇକୋର୍ଟ ରାଜି

July 23, 2026

ଭାରତରେ ଛାତ୍ର ପ୍ରତିବାଦ: ବିବାଦ ସୃଷ୍ଟି କଲା ଦାନିଶ କାନେରିଆଙ୍କ ମନ୍ତବ୍ୟ

July 23, 2026

ଫ୍ୟାନକୋଡ୍ ଆପ୍‌ରେ ଷ୍ଟ୍ରିମିଂ ହେବ ଭାରତ-ଜିମ୍ବାୱେ ଟି-୨୦ ମ୍ୟାଚ୍: ଜାଣନ୍ତୁ କେତେ ଖର୍ଚ୍ଚ ହେବ?

July 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.