ବିଶେଷ ଖବର ମହାରାଷ୍ଟ୍ରର ବିଚିତ୍ର ରାଜନୀତି, ଶିବସେନା ଓ ବିଜେପି ମଧ୍ୟରେ ଶତୃତା ଯେତିକି ମିତ୍ରତା ବି ସେତିକି!! କେଦାର ମିଶ୍ର ଭାରତର ଅନ୍ୟ ସବୁ ରାଜ୍ୟ ତୁଳନାରେ ମହାରାଷ୍ଟ୍ର ରାଜନୀତି ପୂରାପୂରି ଅଲଗା। ମହାରାଷ୍ଟ୍ରର ରାଜନୀତି ସବୁବେଳେ ଚତୁର୍ମୁଖୀ ରହି ଆସିଛି। ଯଦିଓ ମେଣ୍ଟ ଜରିଆରେ…