ଆଜିର ଖବର NEET ପୁନଃପରୀକ୍ଷାରେ ମହାଠକେଇ! ନକଲି ପ୍ରାର୍ଥୀ ସାଜି ପରୀକ୍ଷା ଦେଉଥିଲେ ଡାକ୍ତର ଓ MBBS ଛାତ୍ର, ୯ ଜଣ ଗିରଫ ପାଟନା: NEET UG ପୁନଃପରୀକ୍ଷାକୁ ନେଇ ପୁଣି ଥରେ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ଜାଲିଆତି ଘଟଣା। ପେପର ଲିକ୍ ବିବାଦ ପରେ ଆୟୋଜିତ ପୁନଃପରୀକ୍ଷାରେ ମଧ୍ୟ…