ଆଜିର ଖବର ବୈରୁତ ଉପରେ ଇସ୍ରାଏଲର ଆକ୍ରମଣରେ ତେଜିଲା ମଧ୍ୟପ୍ରାଚ୍ୟ ସଙ୍କଟ: ଟ୍ରମ୍ପଙ୍କ କଡ଼ା ବାର୍ତ୍ତା, ବିପଦରେ ଇରାନ-ଆମେରିକା ଶାନ୍ତି ଚୁକ୍ତି ୱାଶିଂଟନ: ମଧ୍ୟପ୍ରାଚ୍ୟରେ ଶାନ୍ତି ସ୍ଥାପନ ପାଇଁ ଚାଲିଥିବା ଆମେରିକା-ଇରାନ ଆଲୋଚନା ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଲେବାନନର ରାଜଧାନୀ ବୈରୁତ ଉପରେ ଇସ୍ରାଏଲର ଆକ୍ରମଣ ନୂଆ…