ଆଜିର ଖବର ହେଲିକପ୍ଟରରେ ଚଢିବା ବେଳେ ସିଡ଼ିରୁ ଖସି ଆହତ ହେଲେ ମମତା ବାନାର୍ଜୀ ନୂଆଦିଲ୍ଲୀ: ଆଜି ନିର୍ବାଚନ ପ୍ରଚାର ବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଛନ୍ତି। ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରିବା ପାଇଁ ମମତା ପଶ୍ଚିମବଙ୍ଗର ଦୁର୍ଗାପୁରରେ…