ଆଜିର ଖବର ଲାଞ୍ଚ ମାମଲାରେ ମଞ୍ଚେଶ୍ୱର ଥାନା ଏଏସଆଇ ଓ ହୋମଗାର୍ଡଙ୍କୁ ଗିରଫ କଲା ଭିଜିଲାନ୍ସ ଭୁବନେଶ୍ଵର: କୌଣସି ଏକ ଘଟଣାରେ ଲାଞ୍ଚ ଦାବି କରିବା ଅଭିଯୋଗରେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଜଣେ ଏଏସଆଇ ଓ ଜଣେ ହୋମଗାର୍ଡଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ।…