ଆଜିର ଖବର ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ ନୂଆଦିଲ୍ଲୀ: କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଉଥିବା ନେତାମାନଙ୍କ ପ୍ରସଙ୍ଗ ସମ୍ପର୍କରେ ରାହୁଲ ଗାନ୍ଧୀଙ୍କ ଜଣେ ନିକଟତର ସହଯୋଗୀ ସତ୍ୟ ପ୍ରକାଶ କରିଛନ୍ତି। କଂଗ୍ରେସ ସାଂସଦ ମଣିକମ୍…