ବିଶେଷ ଖବର ବୁଡି ଯାଉଥିବା ଅର୍ଥନୀତି ଓ ଏକ ଘୋର ସନ୍ଦେହୀ ସରକାର ପାଇଁ ଡକ୍ଟର ମନମୋହନ ସିଂଙ୍କର ଉପଦେଶ କେଦାର ମିଶ୍ର ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଯେତେବେଳେ କିଛି କହନ୍ତି ବା ଲେଖନ୍ତି, ତାର ଏକ ଭିନ୍ନ ପ୍ରଭାବ ରହିଥାଏ। ଡକ୍ଟର ସିଂ କେବଳ…