ଅପରାଧ ପରିବାର ବିରୋଧରେ ବିବାହ କରିବା ପଡିଲା ମହଙ୍ଗା : ଭଉଣୀ-ଭିଣୋଇଙ୍କୁ ହତ୍ୟା କଲା ଭାଇ ରୋହତକ : ହରିୟାଣାର ରୋହତକ ଜିଲ୍ଲାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପରିବାର ବିରୋଧରେ ବିବାହ କରିବା ଏକ ଦମ୍ପତିକୁ ବେଶ୍ ମହାଙ୍ଗା ପଡିଛି…