Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପରିବାର ବିରୋଧରେ ବିବାହ କରିବା ପଡିଲା ମହଙ୍ଗା :  ଭଉଣୀ-ଭିଣୋଇଙ୍କୁ ହତ୍ୟା କଲା ଭାଇ
ଅପରାଧ

ପରିବାର ବିରୋଧରେ ବିବାହ କରିବା ପଡିଲା ମହଙ୍ଗା :  ଭଉଣୀ-ଭିଣୋଇଙ୍କୁ ହତ୍ୟା କଲା ଭାଇ

June 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Murder mystery revel of kalimegha murder case

ରୋହତକ : ହରିୟାଣାର ରୋହତକ ଜିଲ୍ଲାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପରିବାର ବିରୋଧରେ ବିବାହ କରିବା ଏକ ଦମ୍ପତିକୁ ବେଶ୍‌ ମହାଙ୍ଗା ପଡିଛି । ପରିବାର ବିରୋଧରେ ବିବାହ କରିବା ଯୋଗୁଁ ଦମ୍ପତିଙ୍କ ହତ୍ୟା ହୋଇଥିବାର ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ପୋଲିସ୍‌ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ମୃତ ଯୁବତୀଙ୍କର ଭାଇ ଓ ତାଙ୍କର ଦୁଇ ସାଙ୍ଗ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ ଫରମାନା ଗ୍ରାମରେ ରହୁଥିବା ଦମ୍ପତି ପରିାବର ବିରୋଧରେ ବିବାହ କରିଥିଲେ ଏବଂ ସୁରକ୍ଷା ଦୃଷ୍ଟିରେ ଦୁହେଁ ରୋହତକକୁ ସ୍ଥାନାନ୍ତରିତ ହୋଇଯାଇଥିଲେ । 19 ବର୍ଷୀୟା ଯୁବତୀ ଓ ତାଙ୍କ ସ୍ବାମୀକୁ ନେଇ ଯୁବତୀଙ୍କ ଭାଇ ମେହାମ କସ୍‌ବେ ଯାଇଥିଲେ । ସେଠାରେ ତା’ଙ୍କ ଭାଇଙ୍କଦୁଇ ସାଙ୍ଗ ଉଫସ୍ଥିତ ରହିଥିଲେ ।  ସେଠାରେ ଅଭିଯୁକ୍ତମାନେ ପ୍ରଥମେ ଯୁବତୀକୁ ଛୁରୀରେ ମାରିଥିବାବେଳେ ଦୁହେଁ ଜୀବନ ରକ୍ଷା କରିବାକୁ ଦୌଡ଼ି ପଳାଇବାକୁ ଉଦ୍ୟତ ହେଉଥିଲାବେଳେ ଅଭିଯୁକ୍ତମାନେ ଯୁବତୀଙ୍କ ସ୍ବାମୀର ହତ୍ୟା କରିଥିଲେ । ଗୁରୁତର ଅବସ୍ଥାରେ ଯୁବତୀ ଜଣକ ହସ୍ପିଟାଲରେ ପହଞ୍ଚିଥିଲେ । କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ୍‌ ଘଟଣାସ୍ଥଳରୁ ଯୁବତୀଙ୍କ ସ୍ବାମୀଙ୍କ ମୃତଦେହକୁ ଉଦ୍ଧାର କରିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱାସ୍ଥ୍ୟ ସେବା ପାଇଁ ୭୫୫ ନୂଆ ପଦବୀ

June 9, 2026

ଗୃହରକ୍ଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର: ବୃଦ୍ଧି କଲେ ଦୈନିକ ଭତ୍ତା

June 9, 2026

IPL 2027 ନିଲାମ ପୂର୍ବରୁ ଦଳ ବଦଳାଇବେ ଏହି 7 ଜଣ ଷ୍ଟାର ଖେଳାଳି!: ଦେଖନ୍ତୁ ତାଲିକା

June 9, 2026

କୁଏତର ଅମୀରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

June 9, 2026
Latest News

ସ୍ୱାସ୍ଥ୍ୟ ସେବା ପାଇଁ ୭୫୫ ନୂଆ ପଦବୀ

June 9, 2026

ଗୃହରକ୍ଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର: ବୃଦ୍ଧି କଲେ ଦୈନିକ ଭତ୍ତା

June 9, 2026

IPL 2027 ନିଲାମ ପୂର୍ବରୁ ଦଳ ବଦଳାଇବେ ଏହି 7 ଜଣ ଷ୍ଟାର ଖେଳାଳି!: ଦେଖନ୍ତୁ ତାଲିକା

June 9, 2026

କୁଏତର ଅମୀରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

June 9, 2026

ନୟାଗଡ଼ ଜିଲ୍ଲା ପାଇଁ ଗୌରବର ମୁହୂର୍ତ୍ତ: OJEE MTech ରେ ରାଜ୍ୟ ଟପ୍ପର ହେଲେ ରଣପୁରର ସ୍ୱାଗତ

June 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.