ଆଜିର ଖବର HDFC ବ୍ୟାଙ୍କରୁ ଋଣ ନେଇଥିଲେ ସାବଧାନ! ବଢ଼ିଲା MCLR, ହୋମ୍ ଲୋନ୍ଠାରୁ ପର୍ସନାଲ୍ ଲୋନ୍ ଯାଏଁ ବଢ଼ିପାରେ EMI ବୋଝ ଭୁବନେଶ୍ୱର: ମହଙ୍ଗା ମାଡ଼ରେ ଚିନ୍ତାରେ ଥିବା ଋଣଗ୍ରାହୀଙ୍କୁ ଆଉ ଏକ ଝଟକା ଦେଇଛି HDFC ବ୍ୟାଙ୍କ। ବ୍ୟାଙ୍କ ପକ୍ଷରୁ ମାର୍ଜିନାଲ କଷ୍ଟ ଅଫ୍ ଫଣ୍ଡସ୍ ବେସ୍ଡ ଲେଣ୍ଡିଂ…