ଅପରାଧ ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ ଭୁବନେଶ୍ୱର: ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଓଡ଼ିଶା ଖଣି ବିଭାଗର ଜଣେ ଅଧିକାରୀଙ୍କ ଘରୁ ଟ୍ରଲି ବ୍ୟାଗରେ ରଖାଯାଇଥିବା ୪.୨୭ କୋଟି ଟଙ୍କାରୁ ଅଧିକ ମୂଲ୍ୟର ନଗଦ…