ଆଜିର ଖବର ରାଜ୍ୟରେ ୨୮ଟି ଏନଏସି ପାଇଁ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ: ବିଡିଓମାନଙ୍କୁ ପ୍ରଶାସନିକ ଅଧିକାରୀ ଭାବେ ଦାୟିତ୍ବ ଭୁବନେଶ୍ଵର: ରାଜ୍ୟରେ ୨୮ଟି ଏନଏସି ପାଇଁ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ସବୁ ବିଡିଓମାନଙ୍କୁ ନୂଆ ଏନଏସିଗୁଡ଼ିକର ପ୍ରଶାସନିକ ଅଧିକାରୀ ଭାବେ ଦାୟିତ୍ବ ଦିଆଯାଇଛି। ଏନଏସିର ନୂଆ…