MORE EXPENSIVE

ନୂଆଦିଲ୍ଲୀ, ୧/୧: ନୂତନ ବର୍ଷର ପ୍ରଥମ ଦିନରେ ଗ୍ରାହକଙ୍କୁ ଝଟ୍‌କା ମିଳିଛି। ରନ୍ଧନ ଗ୍ୟାସ୍‌ର ଦର ୧୯ ଟଙ୍କାବଢିଛି। ଦିଲ୍ଲୀରେ ଅଣ-ସବସିଡି ଯୁକ୍ତ ଗ୍ୟାସ୍‌ ସିଲିଣ୍ଡରର ଦାମ…