ଆଜିର ଖବର ବେତନ ପରେ ଏବେ ସାଂସଦଙ୍କ ଭତ୍ତାରେ ହେବ ହ୍ରାସ, ପ୍ରତି ମାସ କଟିବ ୨୭ ହଜାର ଟଙ୍କା ନୂଆଦିଲ୍ଲୀ: ସାଂସଦଙ୍କ ଦରମାରେ ୩୦ ପ୍ରତିଶତ ହ୍ରାସ ହେବା ପରେ ଭତ୍ତାରେ ୨୭ ହଜାର ଟଙ୍କା ହ୍ରାସ ହେବ ବୋଲି ସୂଚନା ମିଳିଛି। କରୋନା ଭାଇରସ୍ ସହ…