ଆଜିର ଖବର ବିହାର: ଶୀତଳା ମନ୍ଦିରରେ ଦଳାଚକଟା, ୮ ମୃତ ନୂଆଦିଲ୍ଲୀ; ଆଜି ସକାଳେ ବିହାରର ନାଳନ୍ଦାର ଏକ ମନ୍ଦିରରେ ଦଳାଚକଟା ଘଟି ଆଠ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି। ଦଳାଚକଟାରେ ଆହୁରି ଅନେକ ଆହତ ହୋଇଛନ୍ତି। ମୃତକଙ୍କ…