ଆଜିର ଖବର 70 ବର୍ଷରେ ନସିରୁଦ୍ଦିନ ଶାହ, ବଲିଉଡରେ ଶୁଭେଚ୍ଛାର ସୁଅ ନୂଆଦିଲ୍ଲୀ, 70 ବର୍ଷରେ ପଦାର୍ପଣ କରିଛନ୍ତି ବଲିଉଡର କିମ୍ବଦନ୍ତୀ ଅଭିନେତା ନସିରୁଦ୍ଦିନ ଶାହ। ଏହି ଅବସରରେ ଆଜି ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଚିଛି। ବଲିଉଡର ଅନେକ…