ଆଜିର ଖବର ୧୬ ତମ ଜାତୀୟ ମତଦାତା ଦିବସ ଲୋକସେବା ଭବନରେ ପାଳିତ ଭୁବନେଶ୍ଵର: ୧୬ ତମ ଜାତୀୟ ମତଦାତା ଦିବସ ଗୁରୁବାର ଲୋକସେବା ଭବନରେ ପାଳିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କାର୍ଯ୍ୟାଳୟର ବିଭିନ୍ନ…