ଆଜିର ଖବର ଓମର ଅବଦୁଲ୍ଲାଙ୍କୁ ବିଜେପିର ମାନହାନି ମୋକଦ୍ଦମା ଚେତାବନୀ ନୂଆଦିଲ୍ଲୀ: ଆଜି ବିଜେପି ଏବଂ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲାଙ୍କ ମଧ୍ୟରେ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ଯେତେବେଳେ ଅବଦୁଲ୍ଲା ଅଭିଯୋଗ କରିଥିଲେ ଯେ, ବିଜେପି…