ଜାତୀୟ ଖବର ଓଡିଶାରେ ପୁଣି ଫେରିଲା ହୋମ ଆଇସୋଲେସନ, ଏହି ୧୨ଟି ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ହେବ ଲାଗୁ ଭୁବନେଶ୍ବର : ବର୍ତ୍ତମାନ ପୁଣି ଥରେ କୋଭିଡ୍ ସଂକ୍ରମଣ ଓଡିଶାକୁ ଡରାଇଲାଣି। ସେଥିପାଇଁ ଆଗୁଆ ପଦକ୍ଷେପ ସ୍ବରୂପ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପଦକ୍ଷେପ ଗ୍ରହଣ କରିଛି। ଜାରୀ…