ଅନ୍ତରାଷ୍ଟ୍ରୀୟ ଜୋ ବାଇଡେନ ହେଲେ ଆମେରିକାର 46 ତମ ରାଷ୍ଟ୍ରପତି, ଗଣତନ୍ତ୍ରର ଯୁଗର ଆରମ୍ଭ ହେଲା ବୋଲି କହିଲେ ୱାସିଂଟନ, ବହୁ ବାଦବିବାଦ ପରେ ଶେଷରେ ଯୋଶେଫ ରୋବିନେଟ ବାଇଡେନ ଜୁନିୟର ବା ଜୋ ବାଇଡେନ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। କ୍ୟାପିଟୋଲ ହିଲରେ ଆୟୋଜିତ…