ଆଜିର ଖବର 88 ବର୍ଷ ବୟସରେ ଶେଷନିଃଶ୍ବାସ ତ୍ୟାଗ କଲେ ବିଗତ ଦିନର ନାୟିକା ନିମ୍ମି ମୁମ୍ବାଇ : ବିଗତ ଦିନର ଲୋକପ୍ରିୟ ନାୟିକା ନିମ୍ମିଙ୍କ 88 ବର୍ଷ ବୟସରେ ପରଲୋକ ହୋଇଛି। ଗତ କିଛି ଦିନ ହେବ ରୋଗରେ ପଡିଥିବାବେଳେ ମୁମ୍ବାଇର ସରଳା…