ବିଶେଷ ଖବର ଅର୍ଥ ଅଭାବରୁ ଖର୍ଚ୍ଚକାଟ କରୁଛନ୍ତି ସରକାର, ଶିକ୍ଷାରେ ବ୍ୟୟ କମାଇ ଜେଲ୍ ତିଆରି କରିବାକୁ କରୁଛନ୍ତି ଯୋଜନା ରଙ୍ଗାଚରଣ ପ୍ରଧାନ ମୋଟ କଥା ହେଲା ସରକାରଙ୍କ ପାଖରେ ଟଙ୍କା ନାହିଁ। ସେଥିପାଇଁ ସରକାର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଥିବା ଗୋଟିକ ପରେ ଗୋଟିଏ ଖର୍ଚ୍ଚ କାଟିବାରେ ଲାଗିଛନ୍ତି।…