ଆଜିର ଖବର ଉତ୍ତର ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର କ୍ରମାଗତ ଦ୍ବିତୀୟ ଦିନ ପାଇଁ ଉତ୍ତର ଓଡିଶା ଗସ୍ତରେ ରହି ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାରିପଦା, କପ୍ତିପଦା ଏବଂ ମୋରଡାରେ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ।…