ନିର୍ବାଚନ ଖବର ନୂଆପଡା ଉପ ନିର୍ବାଚନ: ଦ୍ଵିତୀୟ ପର୍ଯ୍ୟାୟ ଗଣତି ଶେଷ, ୭୪୧୩ ଭୋଟରେ ବିଜେପି ଆଗୁଆ ଭୁବନେଶ୍ଵର: ଓଡିଶାର ଏକମାତ୍ର ନିର୍ବାଚନ ମଣ୍ଡଳୀ ନୂଆପଡା ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ଦ୍ଵିତୀୟ ପର୍ଯ୍ୟାୟ ଗଣତିରେ ଶାସକ ଦଳ ବିଜେପି ପ୍ରାର୍ଥୀ…