ଆଜିର ଖବର ଭାରତ-ଚୀନ୍ ସୀମା ସଂଘର୍ଷ : 2 ଓଡିଆ ଯବାନ ଶହୀଦ୍ ଲଦାଖ : ଭାରତ-ଚୀନ୍ ସୀମାରେ ଘଟିଥିବା ସଂଘର୍ଷରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ ଏହା ମଧ୍ୟରେ ଦୁଇ ଜଣ ଓଡିଆ ରହିଛନ୍ତି ।…