Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ-ଚୀନ୍‌ ସୀମା ସଂଘର୍ଷ : 2 ଓଡିଆ ଯବାନ ଶହୀଦ୍‌
ଆଜିର ଖବର

ଭାରତ-ଚୀନ୍‌ ସୀମା ସଂଘର୍ଷ : 2 ଓଡିଆ ଯବାନ ଶହୀଦ୍‌

June 17, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଲଦାଖ : ଭାରତ-ଚୀନ୍‌ ସୀମାରେ ଘଟିଥିବା ସଂଘର୍ଷରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ ଏହା ମଧ୍ୟରେ ଦୁଇ ଜଣ ଓଡିଆ ରହିଛନ୍ତି । ଲଦାଖର ଗଲଓ୍ବାନା ଉପତ୍ୟାକାରେ ଘଟିଥିବା ସଂଘର୍ଷରେ 20 ଜଣ ଯବାନ ଶହୀଦ ହୋଇଥିବା ବେଳେ 4 ଜଣ ଯବାନଙ୍କ ଅବସ୍ଥା ଗୁରୁତର ରହିଛି । ଦୁଇ ଯବାନ ହେଉଛନ୍ତି ଚନ୍ଦ୍ରକାନ୍ତ ପ୍ରଧାନ (28) ଏବଂ ନନ୍ଦୁରାମ ସୋରେନ୍‌ । ରାଇକିଆ ବ୍ଲକ୍‌ର ବିଅରପଙ୍ଗା ଗ୍ରାମର ଚନ୍ଦ୍ରକାନ୍ତ 6 ବର୍ଷ ତଳେ ଭାରତୀୟ ସେନାର ବିହାର ରେଜିମେଣ୍ଟରେ ଯୋଗ ଦେଇଥିଲେ । ବିଗତ ଦୁଇ ବର୍ଷ ହେବ ସେ ଲଦାଖରେ କାର୍ଯ୍ୟରତ ଥିଲେ ଏବଂ ଦୁଇ ଦିନ ତଳେ ଶହୀଦ ହୋଇଥିଲେ । ସେହିପରି ଅନ୍ୟତମ ଶହୀଦ ଯବାନ ନନ୍ଦୁରାମଙ୍କ ଘର ରାଇରଙ୍ଗପୁର ବ୍ଲକ୍‌ ବିଜାତଳା ବ୍ଲକ୍‌ ଚମ୍ପାରଦା ଗ୍ରାମରେ । ସେ ମଧ୍ୟ ବିହାର 16 ରେଜିମେଣ୍ଟରେ ଯୋଗ ଦେଇଥିଲେ ।

china india
Share. Facebook Twitter LinkedIn Email WhatsApp Copy Link

Related Posts

ଆଉ କିଛି ସମୟର ଅପେକ୍ଷା : ଆସିବ ନିର୍ବାଚନ ଫଳ

May 4, 2026

ଆଜି ମଇ ୪ ତାରିଖ ସୋମବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

May 4, 2026

ଖାରବେଳଙ୍କ ଉପରୁ ଉଠିଲା ନିଲମ୍ବନ

May 3, 2026

ଚେନ୍ନାଇ ବିମାନବନ୍ଦରରେ ଚଳନ୍ତା ବିମାନରୁ ଡେଇଁ ପଡ଼ିଲେ ଯାତ୍ରୀ: ଜାଣନ୍ତୁ କାରଣ

May 3, 2026
Latest News

ଆଉ କିଛି ସମୟର ଅପେକ୍ଷା : ଆସିବ ନିର୍ବାଚନ ଫଳ

May 4, 2026

ଆଜି ମଇ ୪ ତାରିଖ ସୋମବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

May 4, 2026

ଖାରବେଳଙ୍କ ଉପରୁ ଉଠିଲା ନିଲମ୍ବନ

May 3, 2026

ଚେନ୍ନାଇ ବିମାନବନ୍ଦରରେ ଚଳନ୍ତା ବିମାନରୁ ଡେଇଁ ପଡ଼ିଲେ ଯାତ୍ରୀ: ଜାଣନ୍ତୁ କାରଣ

May 3, 2026

ଓଲଟିଲା ଢଳେଇ ମିକ୍ସଚର ମେସିନ୍; ଚାପି ହୋଇ ଶ୍ରମିକ ଗୁରୁତର

May 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.