ବିଶେଷ ଖବର କଟକରୁ କଳାହାଣ୍ଡି, ମାଲକାନଗିରିରୁ ମୟୁରଭଂଜ, ଚାରିଆଡେ ଓଡିଶା ବନ୍ଦର ପ୍ରଭାବ, ଶୁଭିଲା ସରକାର ବିରୋଧୀ ସ୍ବର ଭୁବନେଶ୍ବର: ଆଜି ସରକାରଙ୍କ ବିରୋଧରେ କଂଗ୍ରେସ ଏବଂ ଆଠଟି ଦଳର ଓଡିଶା ବନ୍ଦ ଡାକରା ବେଶ ସଫଳ ହୋଇଛି। କାରଣ କଟକରୁ କଳାହାଣ୍ଡି, ମାଲକାନଗିରିରୁ ମୟୁରଭଂଜ ସାରା…