ଆଜିର ଖବର ରେଳ ମନ୍ତ୍ରାଳୟର ବଡ଼ ଘୋଷଣା, ବଲାଙ୍ଗିର-ଲାଖନା ରେଳପଥକୁ ମିଳିଲା ମାନ୍ୟତା ବଲାଙ୍ଗିର : ପଶ୍ଚିମ ଓଡ଼ିଶାର ରେଳ ଯୋଗାଯୋଗ କ୍ଷେତ୍ରରେ ଆସିଲା ବଡ଼ ଖୁସି ଖବର। ବଲାଙ୍ଗିର-ପାଟଣାଗଡ଼-ଲାଖନା ନୂଆ ବ୍ରଡଗେଜ୍ ରେଳପଥକୁ ମିଳିଛି ସ୍ୱତନ୍ତ୍ର ରେଳ ପ୍ରକଳ୍ପର ମାନ୍ୟତା।…